ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲେ ଦୁଇ ଦଳ

ଭୁବନେଶ୍ୱର : ଆଜି ଏଠାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପରସ୍ପର ବିରୋଧରେ ପୁଣି ଫେରାଦ ହୋଇଛନ୍ତି ଦୁଇ ଦଳ ବିଜେଡି ଏବଂ ବିଜେପି। ବିଜେଡି ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି। ସେହିଭଳି ପ୍ରଶାସନ ଓ ପୁଲିସ୍‌ର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛି ବିଜେପି। ବିଜେଡି ଅଭିଯୋଗ କରିଛି, ଶ୍ରୀ ପ୍ରଧାନଙ୍କ ଦ୍ୱାରା ପେଟ୍ରୋଲ ପମ୍ପ, … Continue reading ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲେ ଦୁଇ ଦଳ